୧୦ ଲକ୍ଷ କୋଟି ଡଲାରର :କଳା କାରବାର

ପାରାଡାଇଜ୍‌ ପେପର୍ସର ପର୍ଦ୍ଦାଫାସ :ପ୍ରମୁଖ ବ୍ୟକ୍ତି ଓ ସଂସ୍ଥା

କାରବାରରେ ୭୧୪ ଭାରତୀୟଙ୍କ ନାମ
୧୮୦ ଦେଶର ୧,୨୦,୦୦୦ ଲୋକ ଓ କମ୍ପାନି ସଂପୃକ୍ତ
ବିଶ୍ୱର ୧୯ଟି ସ୍ଥାନରେ ଲୁଚାଇଛନ୍ତି ୧୦ ଲକ୍ଷ କୋଟି ଡଲାର
ତାଲିକାରେ ଭାରତର ସ୍ଥାନ ୧୯
ସହାୟତା କରିଛନ୍ତି ଆପଲ୍‌ବାଏ୍‌, ଏସିଆସିଟି
ବ୍ରିଟେନ ରାଣୀ ଏଲିଜାବେଥ-୨, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବାଣିଜ୍ୟ ମନ୍ତ୍ରୀ ଉଇଲବର ରସ୍‌, ଋଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌, କଲମ୍ବିଆର ରାଷ୍ଟ୍ରପତି, ଲାଇବେରିଆର ରାଷ୍ଟ୍ରପତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୌକତ୍‌ ଅଜିଜ, ଜାପାନ, କାନାଡ଼ା, ଅଷ୍ଟ୍ରିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜର୍ମାନୀର ପୂର୍ବତନ ଚାନସେଲର।
ବିଜୟ ମାଲ୍ୟା, ନୀରା ରାଡିୟା, ସଚ୍ଚିନ ପାଇଲଟ, କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା, କାର୍ତି ଚିଦମ୍ବରମ, ସଂଜୟ ଦତ୍ତଙ୍କ ପତ୍ନୀ ଦିଲନସିନ୍‌ (ମାନ୍ୟତା) ଦତ୍ତ, ସାଂସଦ ଆରକେ ସିହ୍ନା, ଅମିତାଭ ବଚ୍ଚନ।
ଫେସବୁକ, ଆପଲ, ମାଇକ୍ରୋସେଫ୍ଟ, ଇ-ବେ, ଗ୍ଲେନସର, ନିକେ, ଓ୍ଵାଲମାର୍ଟ, ସିମେନସ, ମାକ୍‌ଡନାଲଡ, ୟାହୁ। ଆପୋଲୋ ଟାୟର୍ସ, ହାଭେଲ୍ସ, ହିନ୍ଦୁଜାସ୍‌, ଇମାର ଏମଜିଏଫ୍‌, ଭିଡିଓକନନ, ହୀରାନନ୍ଦାନୀ ଗ୍ରୁପ ଏବଂ ଡିଏସ୍‌ କନଷ୍ଟ୍ରକସନ୍‌।

ସମ୍ବନ୍ଧିତ ଖବର