ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ଆଗତ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଆସନ୍ତା ବର୍ଷ ସରକାର ଏକ ଲେଖାନୁଦାନ ଆଗତ କରିବେ । ଆହୁରି ମଧ୍ୟ ଏହା ହେଉଛି ଦେଶରେ ଜିଏସଟି ଲାଗୁ ହେବା ପରେ ପ୍ରଥମ ସାଧାରଣ ବଜେଟ୍‌ । ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ବିକାଶ, ଅନେକ ନୂଆ ସୁବିଧା ସୁଯୋଗ ଘୋଷଣା କରିଛନ୍ତି ।

Advertisment

. ନିର୍ମାଣ ହେବ ୩ଶହ ନୂଆ ରେଳ ଇଂଜିନ। . ସବୁ ରେଳ ନେଟଓ୍ଵାର୍କକୁ ବ୍ରଡ୍‌ଗେଜରେ ପରିଣତ କରାଯିବ । . ୩୬ଶହ କିଲୋମିଟର ରେଳଲାଇନର ନବୀକରଣ କରାଯିବ । . ସବୁ ଟ୍ରେନରେ ସିସିଟିଭି ଓ ଓ୍ଵାଇଫାଇ ସେବା . ୬ଶହ ଷ୍ଟେସନର ଆଧୁନିକୀକରଣ କରାଯିବ ।

publive-image