ୱାନ୍‌ପ୍ଲସ୍‌ ଆଣିବ ନୂଆ ଫୋନ୍

0

ଭୁବନେଶ୍ବର: ୱାନ୍‌ପ୍ଲସ୍‌ ପକ୍ଷରୁ ଚଳିତ ମାସ ୧୪ ତାରିଖରେ ବେଙ୍ଗାଲୁରୁର ଇଣ୍ଟରନ୍ୟାସନାଲ୍ ଏକ୍‌ଜିଭିସନ୍ ସେଣ୍ଟର୍‌ରେ ଏହାର ନୂତନ ସ୍ମାର୍ଟଫୋନ୍‌ଗୁଡ଼ିକୁ ଏକ ବଡ଼ ଧରଣର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯିବ। ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ୮୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.