ବଜେଟ୍ ଉପରେ ୧୧ ଲକ୍ଷରୁ ଅଧିକ ଟୁଇଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଜେଟ୍ ଟୁଇଟର୍‌ରେ ମଧ୍ୟ ରେକର୍ଡ କରିଛି। ବଜେଟ୍‌କୁ ନେଇ ୧୧ ଲକ୍ଷରୁ ଅଧିକ ଟୁଇଟ୍ କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ସଂସଦରେ ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟକୁ ନେଇ ମଧ୍ୟ ବିପୁଳ ସଂଖ୍ୟକ ଟୁଇଟ୍ କରାଯାଇଥିଲା। ବଜେଟ୍‌କୁ ନେଇ ବିଜେପି ନେତାମାନେ ଓ ବିରୋଧୀ ଦଳ ନେତାମାନେ ଟୁଇଟ୍ କରିଥିଲେ।

ସମ୍ବନ୍ଧିତ ଖବର