ଜିଏସ୍‌ଟି କ୍ଷତିପୂରଣର ୧୫ତମ କିସ୍ତି ମିଳିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ରାଶିର ୧୫ତମ କିସ୍ତି ରୂପେ ଆଉ ୬୦୦୦ କୋଟି ଟଙ୍କା ଜାରି କରିଛନ୍ତି। ଏହି ପନ୍ଦର ଥରରେ ରାଜ୍ୟଗୁଡ଼ିକୁ ମୋଟ ୯୦,୦୦୦ କୋଟି ଟଙ୍କା ଦିଆଯାଇଛି। ସେଥିରୁ ଓଡ଼ିଶା ଭାଗରେ ୩୪୧୦.୭୭ କୋଟି ଟଙ୍କା ପଡ଼ିଛି। ପ୍ରତି କିସ୍ତିରେ ଓଡ଼ିଶା ପ୍ରାୟ ୨୦୮ କୋଟି ଟଙ୍କା ପାଉଛି।

ସମ୍ବନ୍ଧିତ ଖବର