ମୁମ୍ବାଇ: ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଦୀର୍ଘ ୧୬ ବର୍ଷ ପରେ ପ୍ରଥମ ଥର ପାଇଁ କ୍ଷତି ସହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କ ୧୨୦ କୋଟି ଟଙ୍କା କ୍ଷତି କରିଛି। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କ ୨୦୪୯ କୋଟି ଟଙ୍କାର ଲାଭ କରିଥିଲା। ଅନାଦାୟ ଋଣ ବାବଦରେ ବ୍ୟାଙ୍କକୁ ୧୨୮ ପ୍ରତିଶତ ଅଧିକ ଅର୍ଥ ଅର୍ଥାତ୍ ୫୯୭୧ କୋଟି ଟଙ୍କା ରଖିବାକୁ ପଡ଼ିବା ଯୋଗୁଁ ବ୍ୟାଙ୍କକୁ ଏହି କ୍ଷତି ସହିବାକୁ ପଡ଼ିଛି।
୧୬ ବର୍ଷରେ ଆଇସିିଆଇସିଆଇ ବ୍ୟାଙ୍କର ପ୍ରଥମ କ୍ଷତି
/sambad/media/post_attachments/wp-content/uploads/2018/03/672815-icici.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)