ନୂଆଦିଲ୍ଲୀ: ନିଜ ବଜାର ଆଧିପତ୍ୟର ଅପବ୍ୟବହାର କରୁଥିବା ଅଭିଯୋଗରେ ଅଗ୍ରଣୀ ମୋବାଇଲ୍ ମେସେଜିଂ କମ୍ପାନି ହ୍ବାଟସ୍ଆପ୍ ଉପରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ୨୧୩ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ହ୍ବାଟ୍ସଆପ୍ର ୨୦୨୧ ନୀତିକୁ ସିସିଆଇ ସମାଲୋଚନା କରିଛି। ଯେଉଁଭଳି ଢଙ୍ଗରେ ତାହା କାର୍ଯ୍ୟକାରୀ କରି ବ୍ୟବହାରକାରୀମାନଙ୍କ ଡାଟା ସଂଗ୍ରହ କରାଯାଇଥିଲା ତାହାକୁ ନାପସନ୍ଦ କରାଯାଇଛି। ଏଥି ସହିତ ମୂଳ କମ୍ପାନି ମେଟାକୁ କୌଣସି ପ୍ରକାର ତଥ୍ୟ ହସ୍ତାନ୍ତର କରିବା ନେଇ ହ୍ବାଟସ୍ଆପ୍ ଉପରେ ରୋକ ଲଗାଯାଇଛି। ପାଞ୍ଚ ବର୍ଷ ପାଇଁ କମ୍ପାନି ବିଜ୍ଞାପନ ଉଦ୍ଦେଶ୍ୟରେ ମେଟାକୁ ବ୍ୟବହାରକାରୀଙ୍କ ତଥ୍ୟ ଦେଇପାରିବନି। ଭାରତରେ ହ୍ବାଟସ୍ଆପ୍ର ୫୦ କୋଟିରୁ ଅଧିକ ବ୍ୟବହାରକାରୀ ରହିଛନ୍ତି।
ହ୍ବାଟସ୍ଆପ୍କୁ ୨୧୩ କୋଟି ଜରିମାନା
ନିଜ ବଜାର ଆଧିପତ୍ୟର ଅପବ୍ୟବହାର କରୁଥିବା ଅଭିଯୋଗରେ ଅଗ୍ରଣୀ ମୋବାଇଲ୍ ମେସେଜିଂ କମ୍ପାନି ହ୍ବାଟସ୍ଆପ୍ ଉପରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ୨୧୩ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି।
/sambad/media/media_files/2024/11/19/hB3mZgcAzdtfFVdn40hR.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)