ନୂଆଦିଲ୍ଲୀ : ଖଣିଜ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ୨୨୦ ଟି ବ୍ଲକ୍ (ଅଞ୍ଚଳ) ଚିହ୍ନଟ ହୋଇଛି। ସୋମବାର ଦିନ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଖଣିଜ ବ୍ଲକ୍ଗୁଡ଼ିକ ଓଡ଼ିଶାର ସୁନ୍ଦରଗଡ଼, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ଦେବଗଡ଼, ଯାଜପୁର, ଗଂଜାମ, ଅନୁଗୁଳ, ଗଜପତି, ମାଲକାନଗିରି, ଢେଙ୍କାନାଳ ଜିଲ୍ଲାରେ ଚିହ୍ନଟ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp