କୋଇଲା, ଲିଗ୍ନାଇଟ୍‌ ‌ଅନ୍ବେଷଣ ପାଇଁ ୨,୯୮୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୯୮୦ କୋଟି ଟଙ୍କାର କୋଇଲା, ଲିଗ୍‌ନାଇଟ୍ ଅନ୍ବେଷଣ ସ୍କିମ୍‌କୁ ମଞ୍ଜୁରି ପ୍ରଦାନ କରାଯାଇଛି। ୨୦୨୫-୨୬ ପର୍ଯ୍ୟନ୍ତ ସମୟ ଲାଗି ପ୍ରସ୍ତୁତ ଏହି ସ୍କିମ୍‌ରେ ଆଞ୍ଚଳିକ କୋଇଲା ଖଣିଗୁଡ଼ିକର ପ୍ରସାର ଓ ଅଣ କୋଲ୍‌ ଇଣ୍ଡିଆ କୋଇଲା ଖଣିର ବିଶଦ ଅନ୍ବେଷଣ ଉପରେ ଧ୍ୟାନ ଦିଆଯିବ। ଆଞ୍ଚଳିକ ଖଣି ଅନ୍ବେଷଣ ପାଇଁ ୧୬୫୦ କୋଟି ଟଙ୍କା ଓ ଅଣ କୋଲ୍ ଇଣ୍ଡିଆ କୋଇଲା ଖଣି ପାଇଁ ୧୩୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର