ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜୁନ୍ ୧ରେ କୋଲ୍ ଇଣ୍ଡିଆର ୩ ପ୍ରତିଶତ ଅଂଶଧନକୁ ଅଫର ଫର୍ ସେଲ୍ ଜରିଆରେ ବିକ୍ରି କରିବେ। ପ୍ରଥମେ କଂପାନିର ୧.୫% ଅଂଶଧନକୁ ଉପସ୍ଥାପନ କରାଯିବ ଏବଂ ନିବେଶକମାନଙ୍କ ଆଗ୍ରହ ବଢ଼ିଲେ ଆଉ ୧.୫ ପ୍ରତିଶତ ଅଂଶଧନ ଉପଲବ୍ଧ କରିବ।
କୋଲ୍ ଇଣ୍ଡିଆର ୩% ଅଂଶଧନ ବିକ୍ରି ହେବ
/sambad/media/post_attachments/wp-content/uploads/2023/06/coal-india.jpg)
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜୁନ୍ ୧ରେ କୋଲ୍ ଇଣ୍ଡିଆର ୩ ପ୍ରତିଶତ ଅଂଶଧନକୁ ଅଫର ଫର୍ ସେଲ୍ ଜରିଆରେ ବିକ୍ରି କରିବେ। ପ୍ରଥମେ କଂପାନିର ୧.୫% ଅଂଶଧନକୁ ଉପସ୍ଥାପନ କରାଯିବ ଏବଂ ନିବେଶକମାନଙ୍କ ଆଗ୍ରହ ବଢ଼ିଲେ ଆଉ ୧.୫ ପ୍ରତିଶତ ଅଂଶଧନ ଉପଲବ୍ଧ କରିବ।
Join and get latest news updates delivered to you via WhatsApp