କାଓ୍ଵାସାକି ନିଞ୍ଜା ୬୫୦/sambad/media/post_attachments/wp-content/uploads/2018/01/kawasaki-ninja-650-blue_827x510_41515758102-300x185.jpg)
• ମୂଲ୍ୟ: ୫ ଲକ୍ଷ ୩୩ ହଜାର ଟଙ୍କା
• ନୀଳ ରଙ୍ଗରେ ଉପଲବ୍ଧ ହେବ
• ୬୪୯ ସିସି ଇଞ୍ଜିନ
• ୬ ସ୍ପିଡ୍ ଟ୍ରାନ୍ସମିସନ୍
• ଉନ୍ନତ ବ୍ରେକିଙ୍ଗ ପାଇଁ ଏବିଏସ୍ ସୁବିଧା
କେଟିଏମ୍ ୩୯୦ ଡ୍ୟୁକ୍
• ମୂଲ୍ୟ: ୨ ଲକ୍ଷ ୨୯ ହଜାର ଟଙ୍କା
• ସ୍ୱତନ୍ତ୍ର ଧଳା ରଙ୍ଗରେ ଉପଲବ୍ଧ ହେବ
• ୩୭୩.୨ ସିସି ଇଞ୍ଜିନ
• ୬ ସ୍ପିଡ୍ ଗିୟରବକ୍ସ
• ଡୁଆଲ୍ ଚ୍ୟାନେଲ୍ ଏବିଏସ୍
ୟାମାହା ଏଫ୍ଜେଡ୍-ଏସ୍ ଏଫ୍ଆଇ
• ମୂଲ୍ୟ: ୮୬ ହଜାର ୪୨ ଟଙ୍କା
• ପଛରେ ଡିସ୍କ ବ୍ରେକ୍
• ୧୪୯ ସିସି ଇଞ୍ଜିନ
• ୫ ସ୍ପିଡ୍ ଟ୍ରାନ୍ସମିସନ୍
• ସ୍ପୋର୍ଟି ଆଲଏ ହ୍ଵିଲ୍ ଡିଜାଇନ୍
• ବ୍ଲୁ କୋର୍ ପ୍ରଯୁକ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kawasaki-ninja-650-blue_827x510_41515758102.jpg)