ଆମେରିକା ଧନୀ ତାଲିକାରେ ୩ ଭାରତୀୟ ମହିଳା

ନୂଆଦିଲ୍ଲୀ: ଆମେରିକାରେ ନିଜ ଉଦ୍ୟମରେ ଧନୀ ହୋଇଥିବା ୮୦ ଜଣ ମହିଳାଙ୍କ ତାଲିକାକୁ ଫୋର୍ବସ୍‌ ପତ୍ରିକା ଜାରି କରିଛି। ସେଥିରେ ତିନି ଜଣ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଆରିଷ୍ଟା ନେଟୱର୍କର ଅଧ୍ୟକ୍ଷ ଜୟଶ୍ରୀ ଉଲ୍ଲାଲ, ସି‌ଣ୍ଟେଲ୍‌ର ସହ ପ୍ରତିଷ୍ଠାତା ନିର୍‌ଜା ସେଠୀ ଓ କନ୍‌ଫ୍ଲୁଏଣ୍ଟ୍‌ର ସହ ପ୍ରତିଷ୍ଠାତା ନେହା ନରଖେଡେ।

ସମ୍ବନ୍ଧିତ ଖବର