ନୂଆଦିଲ୍ଲୀ: ଅନୁଚିତ ଉପାୟରେ କାରବାର କରୁଥିବା ଅଭିଯୋଗରେ କେନ୍ଦ୍ରୀୟ ପ୍ରତିଯୋଗିତା କମିସନ ତିନିଟି ସଂସ୍ଥା ମେକ୍ମାଇଁଟ୍ରିପ୍, ଗୋଆଇବିବୋ ଏବଂ ଓୟୋ ଉପରେ ୩୯୨ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ମେକ୍ମାଇଁଟ୍ରିପ୍ ଓ ଗୋଆଇବିବୋ ଉପରେ ୨୨୩.୪୮ କୋଟି ଟଙ୍କା ଏବଂ ଓୟୋ ଉପରେ ୧୬୮.୮୮ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp