ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ପ୍ରାୟ ୨୪ ଲକ୍ଷ ଟିକସଦାତାଙ୍କୁ ୬୭,୪୦୧ କୋଟି ଟଙ୍କାର ରିଫଣ୍ଡ୍ ରାଶି ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲ୍ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ସମୟ ପାଇଁ ରିଫଣ୍ଡ୍ ଜାରି କରାଯାଇଛି। ଆୟକର ବିଭାଗ ସୂଚନା ଅନୁଯାୟୀ, ୨୨ ଲକ୍ଷ ୬୧ ହଜାରରୁ ଅଧିକ ମାaଲାରେ ୧୬,୩୭୩ କୋଟି ଟଙ୍କାର ଆୟକର ରିଫଣ୍ଡ୍ ଦିଆଯାଇଛି। ସେହିପରି, ୧,୩୭,୩୨୭ଟି ମାମଲାରେ ୫୧,୦୨୯ କୋଟି ଟଙ୍କାର କର୍ପୋରେଟ୍ ଟିକସ ରିଫଣ୍ଡ୍ କରାଯାଇଛି। ଆୟକର ବିଭାଗର ନୂଆ ୱେବସାଇଟ୍ରେ ତ୍ରୁଟି ଜାରି ରହିଥିଲେ ମଧ୍ୟ ଟିକସଦାତାଙ୍କୁ ରିଫଣ୍ଡ୍ ରାଶି ମିଳିଛି।
୨୪ ଲକ୍ଷ ଟିକସଦାତାଙ୍କୁ ମିଳିଲା ରିଫଣ୍ଡ୍ ରାଶି
/sambad/media/post_attachments/wp-content/uploads/2021/05/income-tax-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)