ନୂଆଦିଲ୍ଲୀ: କୋଭିଡ୍-୧୯ର ମୁକାବିଲା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ କେରଳ ସରକାର ପ୍ରତି ମାସରେ କର୍ମଚାରୀଙ୍କ ଛଅ ଦିନର ଦରମାକୁ ଆସନ୍ତା ପାଞ୍ଚ ମାସ ପର୍ଯ୍ୟନ୍ତ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ କର୍ମଚାରୀମାନେ ୨୦ ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି ସେମାନଙ୍କ ଦରମା କଟିବ ନାହିଁ। କେରଳର ବିଧାୟକ, ମନ୍ତ୍ରୀ, ବିଭିନ୍ନ ବୋର୍ଡର ସଦସ୍ୟ, ପୌର ସଂସ୍ଥା ସଦସ୍ୟ ଏବଂ ବିଭିନ୍ନ ଆୟୋଗର ସଦସ୍ୟମାନେ ବର୍ଷକ ପର୍ଯ୍ୟନ୍ତ ୩୦% କମ୍ ଦରମା ପାଇବେ। ଏଥିପାଇଁ କେରଳ ସରକାର ନିର୍ଦେଶନାମା ଜାରି କରିଛନ୍ତି।
ପାଞ୍ଚ ମାସ ପାଇଁ କର୍ମଚାରୀଙ୍କ ଛଅ ଦିନର ଦରମା କାଟିବ କେରଳ
/sambad/media/post_attachments/wp-content/uploads/2018/03/xsalary2-1521110780.jpg.pagespeed.ic_.haNQDP7yIe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)