ଆସିଲା ୫୦୦ତମ ପ୍ରସ୍ତାବ ନିବେଶ ପ୍ରସ୍ତାବ

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ସିଙ୍ଗଲ୍‌ ୱିଣ୍ଡୋ ପୋର୍ଟାଲ୍-ଗୋ ସ୍ବିଫ୍ଟରେ ୫୦୦ତମ ନିବେଶ ପ୍ରସ୍ତାବ ଆସିଛି। ଗୁଜରାଟର ଏକ ସଂସ୍ଥା ୩୫୦ କୋଟି ଟଙ୍କା ବିନିଯୋଗରେ କଟକରେ ଏକ ସାନିଟାରି ଉତ୍ପାଦ କାରଖାନା ସ୍ଥାପନ କରିବାକୁ ଏହି ପ୍ରସ୍ତାବ ଦେଇଛି। ସେହି କାରଖାନାର ଉତ୍ପାଦନ କ୍ଷମତା ୧୩୦,୦୦୦ ଟନ୍ ରହିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୋ-ସ୍ବିଫ୍ଟ ଆରମ୍ଭ ହେବାର ଏକ ବର୍ଷ ଭିତରେ ୫୦୦ତମ ନିବେଶ ପ୍ରସ୍ତାବ ଆସିବ ନିଶ୍ଚିତପକ୍ଷେ ସ୍ବାଗତଯୋଗ୍ୟ।

ସମ୍ବନ୍ଧିତ ଖବର