୧୦ ବ୍ୟାଙ୍କ ପାଇବେ ୫୫ ହଜାର କୋଟି

ବ୍ୟାଙ୍କଗୁଡ଼ିକୁ ମିଶାଇବା ପରେ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ଲାଗି ସରକାର ମୋଟ ୫୫,୨୫୦ କୋଟି ଟଙ୍କାର ନୂତନ ପାଣ୍ଠି ପ୍ରଦାନ କରିବେ। ୧୦ଟି ବ୍ୟାଙ୍କ ମଧ୍ୟରେ ଏହି ଟଙ୍କା ବାଣ୍ଟିଦିଆଯିବ। ପିଏନ୍‌ବି-୧୬,୦୦୦ କୋଟି, ୟୁନିଅନ ବ୍ୟାଙ୍କ-୧୧,୭୦୦ କୋଟି, ବ୍ୟାଙ୍କ ଅଫ୍ ବରୋଦା-୭,୦୦୦ କୋଟି, କାନାରା ବ୍ୟାଙ୍କ-୬,୫୦୦ କୋଟି, ଇଣ୍ଡିଆନ ବ୍ୟାଙ୍କ-୨୫୦୦ କୋଟି, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ-୩୮୦୦ କୋଟି, ସେଣ୍ଟ୍ରାଲ୍ ବ୍ୟାଙ୍କ-୩,୩୦୦ କୋଟି, ୟୁକୋ ବ୍ୟାଙ୍କ-୨,୧୦୦ କୋଟି, ୟୁନାଇଟେଡ୍‌ ବ୍ୟାଙ୍କ-୧୬୦୦ କୋଟି, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ-୭୫୦ କୋଟି

ସମ୍ବନ୍ଧିତ ଖବର