ଭୁବନେଶ୍ବର: ଦୁଇ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ଓ ଏୟାରଟେଲ୍ ୫ଜି ସେବାକୁ ରାଜ୍ୟର ଅଧିକରୁ ଅଧିକ ସହରରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଏୟାରଟେଲ୍ର ୫ଜି ସେବା ୧୩ଟି ସହରରେ ପହଞ୍ଚିବା ବେଳେ ଏୟାରଟେଲ୍ ସେବା ମଧ୍ୟ ୧୩ଟି ସହରରେ ଉପଲବ୍ଧ ହୋଇଛି। ନିକଟରେ ଏୟାରଟେଲ୍ ପକ୍ଷରୁ ଭବାନିପାଟଣା, ଢେଙ୍କାନାଳ, ଝାରସୁଗୁଡ଼ା, ପାରାଦୀପ ଓ ବରଗଡ଼ରେ ୫ଜି ସେବା ଆରମ୍ଭ କରାଯାଇଛି।
ଅଧିକ ସହରରେ ପହଞ୍ଚିଲା ୫ଜି ସେବା
/sambad/media/post_attachments/wp-content/uploads/2022/06/5g-phones-1200x675-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)