ଓ୍ଵାନ୍‌ପ୍ଲସ୍‌ ୫ଟି ଲାଭା ରେଡ୍‌

ଭାଲେଣ୍ଟାଇନ୍‌ ଦିବସକୁ ଦୃଷ୍ଟିରେ ରଖି ଓ୍ଵାନ୍‌ପ୍ଲସ୍‌ ପକ୍ଷରୁ ଏହାର ଲୋକପ୍ରିୟ ମଡେଲ୍‌ ଓ୍ଵାନ୍‌ପ୍ଲସ୍‌ ୫ଟି ଲାଭା ରେଡ୍‌ ଉପରେ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ଆମାଜନ୍‌ ମାଧ୍ୟମରେ ଏହି ଫୋନ୍‌ ଖରିଦ କଲେ ତତ୍‌କ୍ଷଣାତ ୧୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ। ଇଏମ୍‌ଆଇ ସୁବିଧା ସହ ମଧ୍ୟ ଏହା ଉପଲବ୍ଧ ହେଉଛି। ଗ୍ରାହକମାନେ ଏଥିପାଇଁ ରେଫରାଲ୍‌ କୋଡ୍‌୍‌କୁ ମଧ୍ୟ ବ୍ୟବହାର କରିପାରିବେ ବୋଲି କଂପାନିର ବରିଷ୍ଠ ଅଧିକାରୀ ବିକାଶ ଅଗ୍ରଓ୍ଵାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର