୪୫ ଦିନରେ ତିଆରି ହେଲା ୭ ମହଲା କୋଠା

ବେଙ୍ଗାଲୁରୁ: ଡିଆର୍‌ଡିଓ ପକ୍ଷରୁ ମାତ୍ର ୪୫ ଦିନରେ ଏକ ୭ ମହଲା କୋଠା ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳ ପ୍ରାୟୋଗ ଦ୍ବାରା ଆଡଭାନ୍ସଡ୍ ମିଡିୟମ୍ କମ୍ପାଟ୍ ଏୟାରକ୍ରାପ୍ଟ ନିର୍ମାଣ କରିବା ଲାଗି ଏହି କୋଠାରେ ଗବେଷଣା ଓ ବିକାଶ କାର୍ଯ୍ୟ ସମ୍ପାଦନ କରାଯିବ। ୨୦୨୧ ନଭେମ୍ବର ୨୨ରେ କୋଠାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। ୨୦୨୨ ଫେବ୍ରୁଆରି ୧ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର