୯୯୯ ଟଙ୍କାରେ ମିଳୁଛି ବିମାନ ଟିକଟ

ନୂଆଦିଲ୍ଲୀ: ସୁଲଭ ମୂଲ୍ୟରେ ବିମାନ ଯାତ୍ରା ସୁବିଧା ପ୍ରଦାନ କରୁଥିବା ଏୟାରଏସିଆ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଅଫର ଘୋଷଣା କରାଯାଇଛି। ଏହି ଅଫରରେ ଯାତ୍ରୀମାନେ ଦେଶ ଭିତରେ ଯାତ୍ରା କରିବା ପାଇଁ ୯୯୯ ଟଙ୍କାରେ ଟିକଟ କିଣିପାରିବେ। ବିଦେଶ ଯାତ୍ରା ପାଇଁ ୩୩୯୯ ଟଙ୍କାରେ ଟିକଟ ଉପଲବ୍ଧ ହେଉଛି। ଯାତ୍ରୀମାନେ ଜୁଲାଇ ୧୫ ତାରିଖ ଭିତରେ ଏହି ଟିକଟ ବୁକିଙ୍ଗ କରିପାରିବେ ଓ ୨୦୧୯ ଫେବ୍ରୁଆରି ପରେ ସେହି ଟିକଟରେ ଯାତ୍ରା କରିପାରିବେ।

ସମ୍ବନ୍ଧିତ ଖବର