ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ତ୍ରୟମାସ (ଜାନୁଆରି-ମାର୍ଚ) ପାଇଁ ଏସିସି ଲିମିଟେଡ୍ ଏହାର ଆର୍ଥିକ ଫଳାଫଳ ଘୋଷଣା କରିଛି। କଂପାନିର ଟିକସ ପରବର୍ତି ଲାଭ ପରିମାଣ ୩୮% ବୃଦ୍ଧି ପାଇ ୩୪୬ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଏହି ସମୟରେ କଂପାନିର ଏହି ଲାଭ ୨୫୦ କୋଟି ଟଙ୍କା ଥିଲା। କଂପାନି ଏହି ତିନି ମାସରେ ୭.୫ ନିୟୁତ ଟନ୍ ସିମେଣ୍ଟ୍ ବିକ୍ରି କରିଛି। ଏହା ବ୍ୟତୀତ ରେଡିମିକ୍ସ କଙ୍କ୍ରିଟ୍ ବିକ୍ରିରେ ମଧ୍ୟ ବୃଦ୍ଧି ହାସଲ କରିଛି।
ଏସିସି ଲାଭରେ ୩୮% ବୃଦ୍ଧି
/sambad/media/post_attachments/wp-content/uploads/2019/05/acc-limited.png)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)