ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ୧୦୨% ଅଭିବୃଦ୍ଧି

ଭୁବନେଶ୍ବର: ଜୀବନ ବୀମା ସୁବିଧା ପ୍ରଦାନ କରୁଥିବା ଘରୋଇ ସଂସ୍ଥା ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଗ୍ରସ୍ ରିଟେନ୍ ପ୍ରିମିୟମ୍‌ରେ ୧୦୪% ଅଭିବୃଦ୍ଧି ହାସଲ କରିଛି। କଂପାନିର ମୋଟ ପ୍ରିମିୟମ ଆୟ ୪୯୨ କୋଟି ଟଙ୍କାରୁ ଅଧିକ ହୋଇଛି। ଏହା ୨୩ ଲକ୍ଷ ଲୋକଙ୍କୁ ବୀମା ସୁବିଧା ପ୍ରଦାନ କରିଛି। ଏ ସମ୍ପର୍କରେ କଂପାନିର ସିଇଓ ମୟଙ୍କ ବଥ୍‌ୱାଲ୍ କହିଛନ୍ତି ଯେ, କାରବାର ଆରମ୍ଭ କରିବାର ଅଢ଼େଇ ବର୍ଷ ଭିତରେ ଆମେ ୪୯୭ କୋଟି ଟଙ୍କାର ପ୍ରିମିୟମ୍ ମାଇଲଖୁଣ୍ଟ ଅତିକ୍ରମ କରିଛୁ।

ସମ୍ବନ୍ଧିତ ଖବର