ଭୁବନେଶ୍ୱର: ଆଦିତ୍ୟ ବିଲା ହେଲଥ ଇନ୍ସ୍ୟୁରାନ୍ସ କଂପାନି ଲିମିଟେଡ୍ ପକ୍ଷରୁ ନୂଆ ଉତ୍ପାଦ ‘ଆକ୍ଟିଭ୍ ସ୍ୟୁର୍’କୁ ଉନ୍ମୋଚନ କରାଯାଇଛି। କଂପାନି ପକ୍ଷରୁ ପ୍ରୋଟେକ୍ସନ ବର୍ଗରେ ଏହାକୁ ଅଣାଯାଇଛି। ଆକ୍ଟିଭ୍ ସ୍ୟୁର୍ ଏଭଳି ଏକ ସ୍ୱାସ୍ଥ୍ୟ ବୀମା ଯାହା ଗ୍ରାହକଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖିବା ସହିତ ୩୦% ପ୍ରିମିୟମକୁ ହେଲଥ ରିଟର୍ଣ୍ଣ ଭାବେ ପ୍ରଦାନ କରୁଛି। ଏହା ସମ୍ପୂର୍ଣ୍ଣ ନଗଦ ଅର୍ଥ ସହିିତ ସମାନ ଯାହାକୁ ଗ୍ରାହକମାନେ ସ୍ୱାସ୍ଥ୍ୟ ସମ୍ପର୍କିତ ଖର୍ଚ ଭାବେ ଯଥା ଔଷଧ କିଣିବା, ସ୍ୱାସ୍ଥ୍ୟ ପରୀକ୍ଷା, ଡେ କେୟାର ଚିକିତ୍ସା, ବର୍ହି-ରୋଗୀ ଖର୍ଚ ଭାବେ ବ୍ୟବହର କରିପାରିବେ।
ଆଦିତ୍ୟ ବିର୍ଲା ହେଲଥ୍ ଇନ୍ସ୍ୟୁରାନ୍ସର ନୂଆ ପ୍ଲାନ୍
/sambad/media/post_attachments/wp-content/uploads/2018/03/Aditya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)