ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂଆ ପ୍ଲାନ୍‌

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ଇନ୍‌ସ୍ୟୁରାନ୍ସ (ଏବିଏସ୍‌ଏଲ୍‌ଆଇ) ପକ୍ଷରୁ ଏବିଏସ୍‌ଏଲ୍‌ଆଇ ଲାଇଫ୍‌ ସିଲ୍‌ଡ ପ୍ଲାନ୍‌ ବିଷୟରେ ଘୋଷଣା କରାଯାଇଛି। ଏହା ହେଉଛି ଏକ ନନ୍‌-ଲିଙ୍କଡ୍‌ ନନ୍‌ ପାର୍ଟିସିପେଟିଭ୍‌ ମିଆଦୀ ବୀମା ପ୍ଲାନ୍‌। ଏହି ନୂଆ ପ୍ଲାନ୍‌ ୮ଟି ଭାରିଆଂଟ୍‌ରେ ଉପଲବ୍ଧ ହେଉଛି ଯାହା ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ପ୍ରଦାନ କରୁଛି। ଏହି ପ୍ଲାନ୍‌କୁ ୧୮ରୁ ୬୫ ବର୍ଷ ବୟସର ଲୋକମାନେ କିଣିପାରିବେ। ସର୍ବାଧିକ ମାଚ୍ୟୁରିଟି ବୟସ ହେଉଛି ୮୦ ବର୍ଷ।

ସମ୍ବନ୍ଧିତ ଖବର