‘ଭାରତ’ରେ ପେଟ୍‌ ସଫାର ପ୍ରଚାର

ଭୁବନେଶ୍ବର: ଏସ୍‌ବିଏସ୍‌ ବାୟୋଟେକ୍ ଏହାର ପେଟ୍‌ ସଫା ଆୟୁର୍ବେଦିକ ଉତ୍ପାଦକୁ ସଲ୍‌ମାନ ଖାନଙ୍କ ‘ଭାରତ’ ସିନେମା ଜରିଆରେ ପ୍ରଚାର କରୁଛି। ଏ ନେଇ ସିନେମା ନିର୍ମାତା ଓ କଂପାନି ମଧ୍ୟରେ ବୁଝାମଣା ହୋଇଛି। ସିନେମାରେ ଯେଭଳି ସଲ୍‌ମାନ୍ ସମସ୍ତଙ୍କୁ ଖୁସି ବାଣ୍ଟୁଛନ୍ତି ପେଟ୍ ସଫା ଗ୍ରାନୁଲସ୍‌ ଓ କ୍ୟାପ୍‌ସୁଲ୍ ମଧ୍ୟ ସେହିଭଳି ଲୋକମାନଙ୍କ ପେଟ ସମସ୍ୟାକୁ ଦୂର କରି ସେମାନଙ୍କ ଜୀବନକୁ ଖୁସିମୟ କରୁଛି। ସେଥିପାଇଁ ଭାରତ ସିନେମା ଜରିଆରେ ପ୍ରଚାର ନିମନ୍ତେ ପେଟ୍ ସଫାକୁ ଚୟନ କରାଯାଇଛି ବୋଲି ଏସ୍‌ବିଏସ୍‌ ବାୟୋଟେକ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର