ଭୁବନେଶ୍ବର: ଇନ୍ଫୋସିସ୍ ଥାନା ପାଖ ପଥରଗାଡିଆ ଠାରେ ସୃଷ୍ଟି ଗ୍ରୁପ୍ ଅଫ୍ ହସ୍ପିଟାଲ୍ର ନୂଆ ଅହଲ୍ୟା ହସ୍ପିଟାଲ୍ ଉଦ୍ଘାଟିତ ହୋଇଛି। ଏହାକୁ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ତ୍ରିପାଠୀ ଉଦ୍ଘାଟନ କରିଛନ୍ତି। ଏହି ମଲ୍ଟିସ୍ପେସାଲିଟି ହସ୍ପିଟାଲ୍ଟି ଗ୍ରାମାଞ୍ଚଳର ରୋଗୀଙ୍କ ନିମନ୍ତେ ଉପଯୋଗୀ ହେବ ଏବଂ ଏହା ସୁଲଭ ମୂଲ୍ୟରେ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଉଦିତ୍ ଦାଶ ପ୍ରକାଶ କରିଛନ୍ତି। ଏହି ଅବସରରେ ହସ୍ପିଟାଲ୍ର ଡାକ୍ତର ଶ୍ରୀକାନ୍ତ ପାତ୍ର, ସୁଦର୍ଶନ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବରରେ ଖୋଲିଲା ଅହଲ୍ୟା ହସ୍ପିଟାଲ୍
/sambad/media/post_attachments/wp-content/uploads/2022/01/d5a64g65gda4gd6a54gd65gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)