ନୂଆଦିଲ୍ଲୀ: ଋଣ ବୋଝ ତଳେ ଦବି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କଂପାନି ଏୟାର ଇଣ୍ଡିଆର ୪୯% ଅଂଶଧନ କିଣିବାକୁ ଏକ ବିଦେଶୀ କଂପାନି ଆଗ୍ରହ ପ୍ରକାଶ କରିଛି ବୋଲି ବେସାମରିକ ବିମାନ ଚଳାଚଳ ସଚିବ ଆର୍ ଏନ୍ ଚୌବେ କହିଛନ୍ତି। ତେବେ ସେହି କଂପାନିର ନାମ ପ୍ରକାଶ କରିବାକୁ ସେ ମନା କରିଦେଇଛନ୍ତି।
ଏୟାର ଇଣ୍ଡିଆର ୪୯% ଅଂଶଧନ କିଣିବାକୁ ବିଦେଶୀ କଂପାନି ଆଗ୍ରହୀ
/sambad/media/post_attachments/wp-content/uploads/2018/01/air-india-1.jpg)