ନୂଆଦିଲ୍ଲୀ: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ପୁଣି ଉଦ୍ୟମ କରିବେ। କଂପାନିର ୧୦୦% କିମ୍ବା ୭୫% ଅଂଶଧନ ସହିତ ଏହାର ମାଲିକାନାସତ୍ତ୍ବ ବିକ୍ରି କରିବାକୁ ଉଦ୍ୟମ କରାଯିବ। ଏଥିପାଇଁ ବିକ୍ରି ପ୍ରସ୍ତାବରେ ସଂଶୋଧନ ଅଣାଯିବ।
ଏୟାର ଇଣ୍ଡିଆ ବିକ୍ରି ପାଇଁ ପୁଣି ଉଦ୍ୟମ ହେବ
/sambad/media/post_attachments/wp-content/uploads/2019/06/Transportation-300x225.jpg)