ଭୁବନେଶ୍ୱର: ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ୪ଜି ସ୍ମାର୍ଟଫୋନ୍ ଯୋଗାଇ ଦେବା ପାଇଁ ଏୟାରଟେଲ ଓ ଆମାଜନ୍ ଇଣ୍ଡିଆ ମଧ୍ୟରେ ଏକ ସହଭାଗିତା ହୋଇଛି। ଏହି ସହଭାଗିତା ଫଳରେ ୩୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ୪ଜି ସ୍ମାର୍ଟଫୋନ୍ ଗ୍ରାହକମାନେ କିଣିବା ସୁଯୋଗ ପାଇବେ। ଏଗୁଡ଼ିକ ମଧ୍ୟରେ ସାମସଙ୍ଗ, ଓ୍ଵାନପ୍ଲସ୍, ସାଓମି, ଅନର, ଏଲ୍ଜି, ଲେନୋଭୋ ଏବଂ ମୋଟୋ ଆଦି ବ୍ରାଣ୍ଡ୍ର ସ୍ମାର୍ଟଫୋନ ରହିଛି ବୋଲି ଭାରତୀ ଏୟାରଟେଲଲର ଚିଫ୍ ମାର୍କେଟିଂ ଅଫିସର ବାଣୀ ଭେଙ୍କଟେଶ ଏବଂ ଆମାଜନ ଇଣ୍ଡିଆର ନିର୍ଦ୍ଦେଶକ (କ୍ୟାଟେଗୋରି ମ୍ୟାନେଜମେଣ୍ଟ) ନୁର୍ ପଟେଲ୍ କହିଛନ୍ତି।
ଏୟାରଟେଲ୍ ଓ ଆମାଜନ୍ ପକ୍ଷରୁ ୩୩୯୯ ଟଙ୍କାରେ ୪ଜି ସ୍ମାର୍ଟଫୋନ୍
/sambad/media/post_attachments/wp-content/uploads/2018/05/download-56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)