ଭୁବନେଶ୍ବର,: ରାଜ୍ୟରେ ଥିବା ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏୟାରଟେଲ୍ କମ୍ବୋ ରିଚାର୍ଜ ପ୍ୟାକ୍ ଘୋଷଣା କରିଛି ଯେଉଁଥିରେ ସେମାନେ ଟକ୍ଟାଇମ୍, ଡାଟା ଓ ଭାଲିଡିଟି ଏକାସଙ୍ଗେ ପାଇପାରିବେ। ଆମେ ନିୟମିତ ଭାବେ ଗ୍ରାହକଙ୍କ ଆବଶ୍ୟକତା ଜାଣିବାକୁ ପ୍ରୟାସ କରୁଛୁ ଓ ସେହି ଅନୁଯାୟୀ ଏହି ପ୍ୟାକ୍ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ବୋଲି କଂପାନିର ଓଡ଼ିଶା ସର୍କଲ୍ ମୁଖ୍ୟ ସମୀର ଅଞ୍ଜରିଆ କହିଛନ୍ତି।
ଏୟାରଟେଲ୍ର କମ୍ବୋ ରିଚାର୍ଜ ପ୍ୟାକ୍
/sambad/media/post_attachments/wp-content/uploads/2018/10/odisha-airtel.jpg)