ଭୁବନେଶ୍ୱର: ଭାରତୀ ଏୟାରଟେଲ୍ ପକ୍ଷରୁ ଏହାର ନୂତନ ସଂସ୍କରଣ ଏୟାରଟେଲ୍ ଟିଭି ଆପର ଶୁଭାରମ୍ଭ କରାଯାଇଛି। ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ସ୍ମାର୍ଟଫୋନ ଗ୍ରାହକ ମାନଙ୍କ ପାଇଁ ସର୍ବୋତ୍କଷ୍ଟ ମନୋରଞ୍ଜନର ଅନୁଭବ ପ୍ରଦାନ ପାଇଁ ଓଟିଟି ଆପ ପ୍ରସ୍ତୁତ ହୋଇଛି। ଏୟାରଟେଲ୍ ଟିଭି ଆପ୍ରେ ବର୍ତ୍ତମାନ ୩୦୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ରହିଛି, ଯେଉଁଥିରେ ୨୯ଟି ଏଚଡି ଚ୍ୟାନେଲ ରହିଛି। ଏୟାରଟେଲ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକମାନେ ଜୁନ୍ ୨୦୧୮ ପର୍ଯ୍ୟନ୍ତ ଏୟାରଟେଲ ଟିଭିକୁ ମାଗଣାରେ ଦେଖିପାରିବେ।
ଏୟାରଟେଲ୍ ଟିଭି ଆପ୍ର ନୂତନ ସଂସ୍କରଣ
/sambad/media/post_attachments/wp-content/uploads/2017/12/asw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)