ଷ୍ଟାର୍ଟଅପ୍‌ରେ ନିବେଶ କଲେ ଆଲିଆ ଭଟ୍ଟ

ମୁମ୍ବାଇ: ଷ୍ଟାର୍ଟଅପ୍‌ ଉଦ୍ୟୋଗରେ ନିବେଶ କରିବାରେ ଆଉ ଜଣେ ସେଲିବ୍ରିଟି ସାମିଲ ହୋଇଛନ୍ତି। ସେ ହେଉଛନ୍ତି ୨୪ ବର୍ଷୀୟା ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ। ଷ୍ଟାଇଲକ୍ରାକର୍‌ ନାମକ ଏକ ଫେସନ୍‌-ପ୍ରଯୁକ୍ତି ଷ୍ଟାର୍ଟଅପ୍‌ କମ୍ପାନିରେ ଅନ୍ୟ କେତେଜଣ ନିବେଶକଙ୍କ ସହ ମିଶି ସେ ଅଂଶଧନ କିଣିଛନ୍ତି।

ସମ୍ବନ୍ଧିତ ଖବର