ନୂଆଦିଲ୍ଲୀ: ଜେରଥ ଲାବ୍ସରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅଧା ଦାମ୍ରେ ଆଲର୍ଜୀ ପରୀକ୍ଷା ସୁଯୋଗ ରହିଛି। ଜେରଥ୍ ଲାବ୍ସ ଆଣ୍ଡ୍ ଆଲର୍ଜୀ ଟେଷ୍ଟିଂ ସେଣ୍ଟର୍ର କଲେକ୍ସନ ସେଣ୍ଟର୍ ବାଲେଶ୍ବର, ବାରିପଦା, ଭଦ୍ରକ, ବ୍ରହ୍ମପୁର, ଗଜପତି, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ଖଣ୍ଡଗିରି, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ଯାଜପୁର, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ଭବାନୀପାଟଣା, ସୋହେଲା, ଝାରସୁଗୁଡ଼ା, ବୁର୍ଲା, ବରଗଡ଼ରେ ଚଳିତ ମାସ ୨୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଆଲର୍ଜୀ ପରୀକ୍ଷା କରାଯିବ।
ଏଥିସହିତ ଭିଟାମିନ ବି ୧୨, ଭିଟାମିନ ଡି ଏବଂ ଇମ୍ୟୁନିଟି ପ୍ରୋଫାଇଲ୍ର ଯାଞ୍ଚ ହେବ। ଆଗ୍ରହୀ ବ୍ୟକ୍ତିମାନେ ଏଥିପାଇଁ ୯୮୭୫୯୩୦୮୩୧ ଏବଂ ୯୮୭୫୯୩୦୮୩୨ ନମ୍ବରରେ ଯୋଗାଯୋଗ କରିପାରିବେ। ଆଜିର ସହରୀକରଣ ଫଳରେ ସବୁକିଛି ପ୍ରଦୂଷିତ ହେବାରେ ଲାଗିଛି। ଫଳରେ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ଆଲର୍ଜୀ ଦେଖାଦେଇଛି। ତେବେ ଏହାକୁ ଶୀଘ୍ର ଚିହ୍ନଟ କରାଯାଇ ପାରିଲେ ସଫଳ ଚିକିତ୍ସା ହୋଇପାରିବ ବୋଲି କମ୍ପାନିର ଏମ୍ଡି ଡାକ୍ତର ପ୍ରଶାନ୍ତ ଜେରଥ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/4h56s4fs6h4fs64f5s6h4f56h4fs56564f56fhshffhshffh.jpg)