ଆମାଜନ୍‌ର ପ୍ରାଇମ୍‌ ଡେ’ ଆରମ୍ଭ

ଭୁବନେଶ୍ବର: ପ୍ରାଇମ୍ ସଦସ୍ୟଙ୍କ ପାଇଁ ଆମାଜନ୍ ପକ୍ଷରୁ ପ୍ରାଇମ୍ ଡେ’ ଆଜି ଠାରୁ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ଉତ୍ସବ ସମୟରେ ଗ୍ରାହକମାନେ ୧୦୦୦ରୁ ଅଧିକ ନୂଆ ଉତ୍ପାଦ ଉପରେ ଆକର୍ଷଣୀୟ ଡିଲ୍ ପାଇପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.