ନୂଆଦିଲ୍ଲୀ : ଇ-କମର୍ସ ସଂସ୍ଥା ଆମାଜନ ଏହାର ୨୦ ହଜାର କର୍ମଚରୀଙ୍କୁ ଛଟେଇ କରିବ। କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କଂପାନି ବିଦା କରିବ ବୋଲି ଜଣାପଡ଼ିଛି। ସାରା ବିଶ୍ବରେ ଆମାଜନ ଲାଗି ୧ ଲକ୍ଷ ୬୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି।