ବିଶ୍ବବ୍ୟାପୀ ଧର୍ମଘଟ କରିବେ ଆମାଜନ କର୍ମଚାରୀ

ନୂଆଦିଲ୍ଲୀ : ବ୍ଲାକ୍ ଫ୍ରାଇଡେ ଅବସରରେ ବିଶ୍ବର ପ୍ରାୟ ୩୦ଟି ଦେଶରେ କାମ କରୁଥିବା ଆମାଜନର କର୍ମଚାରୀମାନେ ଧର୍ମଘଟ କରିବେ ବୋଲି କହିଛନ୍ତି। ଆମେରିକା, ଜର୍ମାନି ଓ ଫ୍ରାନ୍ସ ଭଳି ଦେଶର କର୍ମଚାରୀ ଏଥିରେ ଭାଗ ନେବେ।

ସମ୍ବନ୍ଧିତ ଖବର