ଅମାଜନର କୋଟିପତି ବିକ୍ରେତାଙ୍କ ସଂଖ୍ୟା ୨୯% ବୃଦ୍ଧି

ବେଙ୍ଗାଲୁରୁ: ଆଜାମନ୍‌ ଡଟ୍‌ ଇନ୍‌ରେ ଚଳିତ ବର୍ଷ କୋଟିପତି ବିକ୍ରେତାଙ୍କ ସଂଖ୍ୟାରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି। ଏହି ପ୍ଲାଟଫର୍ମରେ ୪୧୫୨ ବିକ୍ରେତା ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଛନ୍ତି। ଆମାଜନ୍ ସହ ସାତ ଲକ୍ଷ ବିକ୍ରେତା ଯୋଡ଼ିହୋଇଛନ୍ତି। ୨୦୨୦ରେ ୧.୫ ଲକ୍ଷ ନୂଆ ବିକ୍ରେତା ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର