୫ ବିମାନ ବନ୍ଦର ହାତେଇଲା ଆଦାନି

ନୂଆଦିଲ୍ଲୀ: ବିମାନ ବନ୍ଦରର ବିକାଶ ଓ ପରିଚାଳନା ପାଇଁ ଆଦାନି ବାଜି ମାରି ନେଇଛି। ଦେଶର ୬ଟି ବିମାନ ବନ୍ଦରର ବିକାଶ ଘରୋଇ ସରକାରୀ ସହଭାଗିତାରେ ହେବାକୁ ଥିଲା। ସରକାରଙ୍କ ପକ୍ଷରୁ ଏଥିପାଇଁ ନିଲାମ ଡକାଯାଇଥିଲା। ଏଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ନିଲାମ ଖୋଲା ଯାଇଥିବାବେଳେ ୫ଟି ଯାକ ବିମାନ ବନ୍ଦରର ବିକାଶ ଓ ପରିଚାଳନା କାର୍ଯ୍ୟ ଆଦାନି ହାତେଇ ନେଇଛି।

ସମ୍ବନ୍ଧିତ ଖବର