ଭୁବନେଶ୍ୱର: ଆମ୍େଓ୍ଵ ଇଣ୍ଡିଆର ପ୍ରିମିୟମ୍ କୁକ୍ଓୟାର ଉତ୍ପାଦ ଆମ୍େଓ୍ଵ କୁଇନ୍ କୁକ୍ଓୟରେର ବିକ୍ରି ପରିମାଣ ୧୦ ମାସ ଭିତରେ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ଭାରତୀୟମାନଙ୍କ ଖାଦ୍ୟାଭ୍ୟାସ, ରନ୍ଧନ ରୁଚି ଏବଂ ରୋଷେଇ ପ୍ରଣାଳୀ ଆଦି ବିଷୟ ବିଚାରକୁୁ ନେଇ କଂପାନି ଏହି କୁକ୍ଓୟାର ରେଂଜ୍ ପ୍ରସ୍ତୁତ କରିଛି। ବଜାରକୁ ଆସିବାର ମାତ୍ର ୧୦ ମାସ ଭିତରେ ଏଭଳି ସଫଳତା ମିଳିଥିବାରୁ କଂପାନିର ମାର୍କେଟିଂ ଅଧିକାରୀ ସୁନ୍ଦୀପ ଶାହ ଆନନ୍ଦ ପ୍ରକଟ କରିଛନ୍ତି। ଏହି ରେଂଜ୍ ପାଇଁ ଆମେ ୧୦୦୦ ଲାଇଫ୍ ପ୍ରଦର୍ଶନୀ ଆୟୋଜନ କରିଥିଲୁ ବୋଲି କଂପାନିର େଓ୍ଵଲ୍ନେସ୍ କାଟେଗୋରି ମୁଖ୍ୟ ଅଜୟ ଖାନ୍ନା କହିଛନ୍ତି।
ଆମ୍େଓ୍ଵ କୁଇନ୍ କୁକ୍ଓୟାର ବିକ୍ରି ୧୦୦ କୋଟି ଟପିଲା
/sambad/media/post_attachments/wp-content/uploads/2017/12/amway-queen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)