ନୂଆଦିଲ୍ଲୀ : ସ୍ପେନ୍ର ଏକ ସାପ୍ତାହିକ ସମ୍ବାଦପତ୍ର ଲା ଭାନ୍ଭୁଆର୍ଡିଆରେ ଭାରତୀୟ ଅର୍ଥନୀତିକୁ ଆପତ୍ତିଜନକ ଭାବେ ଉପସ୍ଥାପନ କରାଯାଇଛି। ଏଥିପାଇଁ ସେହି ସମ୍ବାଦପତ୍ରକୁ ନିନ୍ଦା କରାଯାଉଛି। ‘ଭାରତୀୟ ଅର୍ଥନୀତିର ସମୟ’ ଶୀର୍ଷକରେ ପ୍ରକାଶ ପାଇଥିବା ଏକ ଖବରରେ ଭାରତର ଅଭିବୃଦ୍ଧିକୁ ଦର୍ଶାଇବା ଲାଗି ଏକ ସାପୁଆ କେଳାର ଗ୍ରାଫିକ୍ସକୁ ବ୍ୟବହାର କରାଯାଇଛି। ଏହି ଛବିକୁ ଲୋକମାନେ ଜାତିଆଣ ଆକ୍ଷେପ ସହ ତୁଳନା କରିଛନ୍ତି ଏବଂ ସମ୍ବାଦପତ୍ରକୁ ସମାଲୋଚନା କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp