ନୂଆଦିଲ୍ଲୀ/ୱାସିଂଟନ: ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପଶୁ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନନ୍ତ ଅମ୍ବାନୀଙ୍କୁ ଆମେରିକାରେ ଆୟୋଜିତ ଏକ ଅନ୍ତର୍ଜାତୀୟ ପୁରସ୍କାର ସମାରୋହରେ ‘ଗ୍ଲୋବାଲ୍ ହ୍ୟୁମାନିଟେରିଆନ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ‘ବନତାରା’ ଜରିଆରେ ପଶୁଙ୍କୁ ବଞ୍ଚାଇବା, ଚିକିତ୍ସା କରିବା, ଥଇଥାନ ଏବଂ ସଂରକ୍ଷଣ କ୍ଷେତ୍ରରେ ନେତୃତ୍ବ ପାଇଁ ଅନନ୍ତଙ୍କୁ ଏହି ପୁରସ୍କାର ଦିଆଯାଇଛି। ଏହି ସମ୍ମାନ ପାଇବାରେ ସେ ସବୁଠୁ କନିଷ୍ଠ ଏବଂ ପ୍ରଥମ ଏସୀୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି।
Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ
ଏହି ଅବସରରେ ଅନନ୍ତ କହିଛନ୍ତି ଯେ ଏହି ପୁରସ୍କାର ମୋତେ ‘ସର୍ବଭୂତ ହିତ’ ଅର୍ଥାତ ସବୁ ଜୀବଙ୍କ ଭଲ ପାଇଁ କାର୍ଯ୍ୟ କରିବା କ୍ଷେତ୍ରରେ ଅଧିକ ପ୍ରେରଣା ଦେବ। କାର୍ଯ୍ୟକ୍ରମରେ ଆୟୋଜକମାନେ ‘ବନତାରା’ ଓ ଅନନ୍ତ ଅମ୍ବାନୀଙ୍କ ଢେର୍ ପ୍ରଶଂସା କରିଥିଲେ।
India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/10/dgdagdgzvc-2025-12-10-02-25-00.jpg)