ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ହରିୟାଣାର ପୂର୍ବତନ ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କର ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି କହିଛି, ପିଏମଏଲଏ ଅଧୀନରେ ଜାରି ନିର୍ଦ୍ଦେଶ ଅନୁଯାୟୀ ଦେଶମୁଖଙ୍କ ସମ୍ପତ୍ତି ଜବତ ହୋଇଛି। ୭୨ ବର୍ଷୀୟ ଦେଶମୁଖ, ତାଙ୍କ ପୁଅ ହୃଷିକେଶ ଏବଂ ପତ୍ନୀଙ୍କୁ ଇଡି ସମନ କରିଥିଲା କିନ୍ତୁ ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନାହାନ୍ତି। ୧୦୦ କୋଟି ଟଙ୍କାର ଲାଞ୍ଚ ଏବଂ ଦାଦାବଟି ଆଦାୟ ମାମଲାରେ ଇଡି ଦ୍ବାରା ଏହି ସମନ କରାଯାଇଥିଲା।
ଅନିଲ ଦେଶମୁଖଙ୍କ ୪.୨ କୋଟି ଟଙ୍କାର ସମ୍ପତ୍ତି ଜବତ
/sambad/media/post_attachments/wp-content/uploads/2021/07/Anil-Deshmukh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)