ଏମ୍‌ଏସ୍‌ଏମ୍‌ଇ ଋଣ ସୀମା ବୃଦ୍ଧି ପାଇଁ ସୁପାରିସ

ନୂଆଦିଲ୍ଲୀ: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଯୋଗାଇ ଦିଆଯାଉଥିବା ବନ୍ଧକମୁକ୍ତ ଋଣ ସୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ଗଠିତ ଏକ କମିଟି ସୁପାରିସ କରିଛି। ଆହୁରି ଏହି କମିଟି ମୁଦ୍ରା ଯୋଜନାରେ ଦିଆଯାଉଥିବା ଋଣ ସୀମାକୁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲାଗି ମଧ୍ୟ ସୁପାରିସ କରିଛି।

ସମ୍ବନ୍ଧିତ ଖବର