ଭୁବନେଶ୍ୱର: ଆପ୍ଟି ପ୍ଲସ୍ ଏକାଡେମି ଫର୍ ସିଭିଲ ସର୍ଭିିସେସ୍ର ଆଇଏଏସ୍ ପରୀକ୍ଷାରେ ଯୋଗ୍ୟତା ପାଇବା ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୧୬ରେ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଅନୁଷ୍ଠାନର ପୂର୍ବତନ ଛାତ୍ର ଗୋପାଳକ୍ରିଷ୍ଣା ରୋନାଙ୍କି ମୁଖ୍ୟବକ୍ତା ଭାବେ ଯୋଗଦେଇ ସଫଳତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଏହି ଆଲୋଚନାଚକ୍ରକୁ ପ୍ରତିଷ୍ଠାନର ନିର୍ଦେଶକ ଡ. ସୁସିଜିତ୍ ସାହୁ ଉଦ୍ଘାଟନ କରିଥିଲେ।
ଆପ୍ଟି ପ୍ଲସ୍ ଏକାଡେମିର ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/02/apti-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)