ନୂଆଦିଲ୍ଲୀ: ୨୦୧୧-୨୦୧୭ ପର୍ଯ୍ୟନ୍ତ ଜିଡିପିକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି ବୋଲି ଦେଶର ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ ଯେଉଁ ଦାବି କରିଥିଲେ ତାହାକୁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି) ପକ୍ଷରୁ ଖଣ୍ଡନ କରାଯାଇଛି। ବିଶ୍ବସ୍ତରୀୟ ମାନକ ଅନୁସାରେ ଜିଡିପି ହିସାବ କରାଯାଉଛି। ଯେକୌଣସି ପ୍ରକାର ବିତର୍କକୁ ଏହି ତଥ୍ୟ ସାମ୍ନା କରିପାରିବ ବୋଲି ଇଏସି କହିଛି।
ଅରବିନ୍ଦଙ୍କ ଜିଡିପି ଦାବିକୁ ଆର୍ଥିକ ପରାମର୍ଶଦାତା ପରିଷଦର ଖଣ୍ଡନ
/sambad/media/post_attachments/wp-content/uploads/2019/06/gdp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)