ଆରିଷ୍ଟୋକ୍ରାଟ୍‌ର ସୁଟ୍‌ କେସ୍‌

ଭିଆଇପିର ଇଣ୍ଡଷ୍ଟ୍ରିଜ୍‌ର ଲଗେଜ୍‌ ବ୍ରାଣ୍ଡ୍‌ ଆରିଷ୍ଟୋକ୍ରାଟ୍‌ ପକ୍ଷରୁ ମେଜ୍‌ ଏବଂ ଡଷ୍ଟର୍‌ ନାମକ ଦୁଇଟି ନୂଆ ସୁଟ୍‌କେସ୍‌କୁ ଉନ୍ମୋଚନ କରାଯାଇଛି। ଉଭୟ ସୁଟ୍‌କେସ୍‌ ଉପରେ ୫ ବର୍ଷର ଓ୍ଵାରେଣ୍ଟି ପ୍ରଦାନ କରାଯାଉଛି। ଏହା ବ୍ୟତୀତ ପ୍ରାରମ୍ଭିକ ଅଫର ଭାବେ ୪୦% ରିହାତି ମଧ୍ୟ ରହିଛି। ଦୁଇ ସୁଟ୍‌କେସ୍‌ର ମୂଲ୍ୟ ଯଥାକ୍ରମେ ୩୦୯୦ ଟଙ୍କା ଏବଂ ୫୬୩୦ ଟଙ୍କା ରହିଛି। ତିନିଟି ଆକର୍ଷଣୀୟ ରଙ୍ଗରେ ଏହା ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର