ନୂଆଦିଲ୍ଲୀ: ଆସନ୍ତା ଜାନୁଆରିରେ ଅଡି କ୍ୟୁ୮ ଭାରତୀୟ ବଜାରକୁ ଆସିବ। ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂହ ଧିଲୋନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୦ ଜାନୁଆରି ୧୫ରେ ଏ୮କୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିଏସ୍-୬ ନିୟମ ପାଳନ କରୁଥିବା କଂପାନିର ଦ୍ବିତୀୟ ଗାଡ଼ି। ଏହା ପୂର୍ବରୁ କଂପାନି ପକ୍ଷରୁ ଏ୬ର ବିଏସ୍-୬ ମଡେଲ୍କୁ ଉନ୍ମୋଚନ କରାଯାଇଛି। ଅଡି କ୍ୟୁ୮ ହେଉଛି ଏସ୍ୟୁଭି ଓ ଲକ୍ଜୁରି କୁପ୍ର ଏକ ମିଶ୍ରଣ।
ଜାନୁଆରିରେ ବଜାରକୁ ଆସିବ ଅଡି କ୍ୟୁ୮
/sambad/media/post_attachments/wp-content/uploads/2019/11/ghsfghsfhg5sf6h48sf94h6sf54h65sf4hg65fs4gh65sf4g65fs4gss.jpg)