ସ୍ଥାୟୀ ଜମା ଉପରେ ୭.୨୫% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ବଜାଜ ଫାଇନାନ୍ସ

ଭୁବନେଶ୍ୱର:  ବଜାଜ ଫାଇନାନ୍ସର ଫିକ୍ସ ଡିପୋଜିଟ ବା ସ୍ଥାୟୀ ଜମା ଉପରେ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯାଉଛି । ଏହା ଅନ୍ୟ ବ୍ୟାଙ୍କମାନେ ପ୍ରଦାନକରୁଥିବା ସୁଧ ତୁଳନାରେ ଅଧିକ ଆକର୍ଷଣୀୟ ବୋଲି କମ୍ପାନି ଦାବି କରିଛି । 

ଯେଉଁଥିରେ ଆକର୍ଷଣୀୟ ସୁଧହାର ସହିତ ଜମାର ସୁରକ୍ଷା ମଧ୍ୟ ରହିଥାଏ ନିକଟରେ ଆରବିଆଇ ଦ୍ୱାରା ବଜାରରେ ନଗଦ ଅର୍ଥ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ ସ୍ୱରୂପ ରେପୋ ରେଟକୁ ଗତବର୍ଷ ଅନେକ ଥର ହ୍ରାସ କରାଯାଇଥିଲା ଏହି କାରଣରୁ ବର୍ତମାନ ବ୍ୟାଙ୍କ ଶିଳ୍ପରେ ହାରାହାରି ଏଫଡି ହାର ମାତ୍ର ରୁ % ରହିଛି କିନ୍ତୁ ବଜାଜ ଫାଇନାନ୍ସ ଏଫଡି ସର୍ବାଧିକ .୨୫% ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛି ଅଣ ବରିଷ୍ଠ ନାଗରିକମାନେ % ସୁଧହାରର ଲାଭ ଉଠାଇପାରିବେ, ଯେଉଁଥିରେ ବଜାଜ୍ ଫିନସର୍ଭ ୱେବସାଇଟ ଜରିଆରେ ଅନଲାଇନରେ ନିବେଶ କ୍ଷେତ୍ରରେ .୧୦% ଅତିରିକ୍ତ ସୁବିଧା ରହିଛି ବରିଷ୍ଠ ନାଗରିକମାନେ ନିବେଶର ମାଧ୍ୟମ ନିର୍ବିଶେଷରେ .୨୫% ନିଶ୍ଚିତ ରିଟର୍ଣ୍ଣ ସହିତ ତାଙ୍କର ସଂଚୟକୁ ବୃଦ୍ଧି କରିପାରିବେ

ସମ୍ବନ୍ଧିତ ଖବର