ବଜାଜ୍‌ର ନୂଆ ପ୍ଲାଟିନା ୧୧୦

ନୂଆଦିଲ୍ଲୀ,: ବଜାଜ ଅଟୋ ପକ୍ଷରୁ ନୂଆ ପ୍ଲାଟିନା ୧୧୦ ସିସିକୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୪୯,୧୯୭ ଟଙ୍କା ରହିଛି। ଏଥିରେ ଆଣ୍ଟି ବ୍ରେକିଙ୍ଗ ସିଷ୍ଟମ୍ (ଏବିଏସ୍‌) ଓ ଟ୍ୟୁବ୍‌ଲେସ୍‌ ଟାୟାର ବ୍ୟବହାର କରାଯାଇଛି। ଏହା ତିନିଟି ରଙ୍ଗରେ ଉପଲବ୍ଧ ହେବ। ବଜାରରେ ଏହା ୟାମାହା ସାଲ୍ୟୁଟୋ ଆରଏକ୍ସ, ହୋଣ୍ଡା ସିଠି ୧୧୦ ଡ୍ରିମ୍ ଓ ଟିଭିଏସ୍‌ ରାଡିଅନ୍ ସହ ପ୍ରତିଦ୍ବନ୍ଦ୍ବିତା କରିବ।

ସମ୍ବନ୍ଧିତ ଖବର